ରାଉରକେଲା ସହର ପାଇଁ ଖୁସି ଖବର

ଦେଶର ପ୍ରମୁଖ ଶ୍ରେଷ୍ଠ ୧୫ ସହର ମଧ୍ୟରେ ସାମିଲ ହେଲା ରାଉରକେଲା । ହକି ବିଶ୍ବକପ ପାଇଁ ରାଉରକେଲା ସହରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସହ ରାସ୍ତା ନିର୍ମାଣ, ସହରରେ ପାଦଚଲା ରାସ୍ତା ଓ ସାଇକେଲ ଚାଳକଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ପାଇଁ ଦେଶର ଶ୍ରେଷ୍ଠ ୧୫ ସହର ମଧ୍ୟରେ ସାମିଲ ହୋଇଛି ରାଉରକେଲା ।

କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦେଶର ୫୦ଟି ସହର ମଧ୍ୟରେ ହୋଇଥିବା ଚ୍ୟାଲେଞ୍ଜରେ ରାଉରକେଲା ୧୫ଟି ସହର ମଧ୍ୟରେ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ।

 

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!