ଭେଟେରାନ ବଲିଉଡ କଣ୍ଠଶିଳ୍ପୀ ତଥା ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ଘଟିଛି। ୭୨ ବର୍ଷ ବୟସରେ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଆଖି ବୁଜିଛନ୍ତି। ସେ ୧୭ ମଇ ୧୯୫୧ରେ ଗୁଜୁରାଟର ଜେତପୁରରେ ଜନ୍ମଗ୍ରହଣ କରିଥିଲେ। ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୨୦୦୬ ରେ ପଦ୍ମଶ୍ରୀ ଗ୍ରହଣ କରିଥିଲେ।
Related Posts
ଶୁଭେନ୍ଦୁ ହେଲେ ପଶ୍ଚିମବଙ୍ଗର ଅଧିକାରୀ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ। କୋଲକାତାର ବିଗ୍ରେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ସେ…
ମୋଦି କଲେ ୧୦ କୋଟି ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ଅତିକ୍ରମ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ କୋଟି ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ଅତିକ୍ରମ କରିଛନ୍ତି। ଏହି ସଫଳତା ସହିତ, ସେ…
ରାମ ସେତୁ ଆରମ୍ଭ ହୋଇଥିବା ମୁନାଈରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ ମୋଦୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଧନୁଷକୋଡ଼ୀ ଅନ୍ତର୍ଗତ ଅରିଚଲ୍ ମୁନାଈରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଲଙ୍କାରେ ପହଞ୍ଚିବା ଲାଗି…

