ନବୀନ ନିବାସରେ ପୁରୀ ନେତାଙ୍କ ଭିଡ଼

ପୁରୀରୁ ଆରମ୍ଭ ହେଲା ବିଜେଡିର ଟିକେଟ୍ କସରତ । ନବୀନ ନିବାସରେ ପହଂଚିଛନ୍ତି ପୁରୀ ସଂସଦୀୟ କ୍ଷେତ୍ରର ନେତା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଛି ।

ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ ନବୀନ ନିବାସରେ ପହଂଚିଛନ୍ତି । ସଂଜୟ ଦାସବର୍ମା ଓ ଶୁଭାଶିଷ ଖୁଣ୍ଟିିଆ ମଧ୍ୟ ନବୀନ ନିବାସ ଯାଇଛନ୍ତି ।

ବିଜେଡି ନେତାଙ୍କୁ ନବୀନ ନିବାସକୁ ଡାକରା । ଆରମ୍ଭ ହେଲା ବିଜେଡିର ଟିକେଟ୍ କସରତ ପ୍ରକ୍ରିୟା । ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତା ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!