ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟଳୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେସମିଟ୍ । ବିଜେପିର ବିପୁଳ ବିଜୟ ପରେ ଜନତାଙ୍କୁ ଧନ୍ୟବାଦ ଦେଲେ । ଜନତାଙଙ୍କ ସମର୍ଥନ ଓଆଶିର୍ବାଦ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ ଆଜିର ବିଜୟ ସମଗ୍ର ଭାରତୀୟଙ୍କ ବିଜୟ ବୋଲି ସେ କହିଛନ୍ତି ।ପ୍ରଥମ ଥର ଓଡିଶାରେ ବିଜେପି ସରକାର ଗଢିବ ।


