ଓଡ଼ିଶା ବାସୀ ପାଇବେ ଆୟୁଷ୍ମାନ ଯୋଜନା: ମନମୋହନ ସାମଲ

 

ବିଏସକେୱାଇ ରେ ଲାଭବାନ ହେଉଥିବା ଓଡ଼ିଶାବାସୀ ଏବେ ସରକାର ପରିବର୍ତ୍ତନ ହେବାପରେ ହରଡ଼ଗଣା ରେ ପଡିଛନ୍ତି । ଅନ୍ୟପଟେ ଏ ଘଟଣା କୁ ନେଇ ସାନ୍ତ୍ୱନା ଦେଇଛନ୍ତି ମନମୋହନ ସାମଲ । ରାଜ୍ୟରେ ବିଜେପି ସରକାର ଗଠନ ପରଠୁ ବି.ଏସ.କେ.ୱାଇ ଯୋଜନା ବନ୍ଦ ହୋଇଯିବ ହେଲେ ଲାଗୁ ହେବ କେନ୍ଦ୍ରର ଆୟୁଷ୍ମାନ ଯୋଜନା । ବିଏସକେୱାଇ ଯୋଜନାରେ ଲୋକଙ୍କ ପାଇଁ ଅଳ୍ପ ସୁବିଧା ସୁଯୋଗ ଥିଲା ହେଲେ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ମନମୋହନ ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଆସନ୍ତା ୧୦ରେ ଓଡ଼ିଆ ଘରର ପୁଅ କିମ୍ବା ଝିଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ରାଜ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଦଳ ନିଷ୍ପତ୍ତି ନେବ ବୋଲି ଶ୍ରୀଯୁକ୍ତ ସାମଲ କହିଛନ୍ତି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!