ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ

ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ବିରୋଧରେ ଆସିଛି ଇଡି ଅଭିଯୋଗ । ଦିଲ୍ଲୀ ଇଡିରେ ହୋଇଛି ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ନାଁରେ ଓଡିଶାକୁ ଲୁଟିବା ସହ ଜଗନ୍ନାଥଙ୍କୁ ଦୁଆର ଦୁଆର ବୁଲାଇ ଚାଉଳ ମଗାଇଥିବା ଅଭିଯୋଗ କରିଛନ୍ତି ପ୍ରିୟଦର୍ଶନ ।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!