ସାମ୍ଭାବ୍ୟ ମନ୍ତ୍ରୀଙ୍କୁ ଆସୁଛି ଫୋନ କଲ୍, ଦିଲ୍ଲୀ ଛୁଟୁଛନ୍ତି ନେତା

ନିର୍ବାଚନ ଫଳାଫଳ ପରେ ହେବେ ସାରା ଭାରତ ହୋଇଛି ଭାଗବା ମୟ। ଆଜି ତୃତୀୟ ଥର ଶପଥ ନେବେ ନରେନ୍ଦ୍ର ମୋଦି । ଉତ୍ସବ ପାଇଁ କଡ଼ା ସୁରକ୍ଷା ବଳୟରେ ଦିଲ୍ଲୀ । ଅନ୍ୟପଟେ ଗଠନ ହେବ ନୂତନ ମନ୍ତ୍ରୀମଣ୍ଡଳ କ୍ୟାବିନେଟରେ ସାମିଲ ହେବାକୁ ସାମ୍ଭାବ୍ୟ ନେତାଙ୍କୁ ଆସୁଛି ଫୋନ କଲ୍ ।

ଆକଳନ ଅନୁଯାୟି ଅମିତ ଶାହ, ନୀତିନ ଗଡ଼କରୀଙ୍କ ସମେତ ରାଜନାଥ ସିଂ ମନ୍ତ୍ରୀଣ୍ଡଳରେ ସ୍ଥାନ ବଜାୟ ରଖିବେ । ଅନ୍ୟପଟେ ପ୍ରହଲ୍ଲାଦ ଯୋଶୀ, ଟିଡିପି ସାଂସଦ ରାମମୋହନ ନାଇଡୁ, ଜୀତନ ରାମ ମାଝୀ, ଜୟନ୍ତ ଚୌଧୁରୀ , ଅନୁପ୍ରିୟା ପଟେଲ, ପି ଚନ୍ଦ୍ରଶେଖର ସୁଦେଶ ମହତେ, ଏଚ୍ ଡି କୁମାର ସ୍ୱାମୀ ଆଦିଙ୍କୁ  କ୍ୟାବିନେଟରେ ଶପଥ ନେବାକୁ ଫୋନ କଲ୍ ଆସିଥିବା ଜାତୀୟ ଗଣମାଧ୍ୟମ ରେ ଚର୍ଚ୍ଚା ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!