ଏଥର ଲଢିବାକୁ ତୟାର ଅରବିନ୍ଦ

ରାଜ୍ୟ ରାଜନୀତିରେ ବିଶେଷ ଗୁରୁତ୍ୱ ବହନ କରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳି । ବିଜେଡି ଦଖଲରେ ଥିବା ଏହି ଆସନ ପାଇଁ ଏଥର ହେବ କଡା ଟକ୍କର । ଏଥର ନିର୍ବାଚନୀ ମୈଦାନରେ ଅନେକ ନୂଆ ଚେହେରା । ସେ ଭିତରୁ ଅଧିକ ଚର୍ଚ୍ଚିତ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଅରବିନ୍ଦ ସିଧା ଏଣ୍ଟ୍ରି ମାରିଛନ୍ତି ନିର୍ବାଚନ ରାଜନୀତିକୁ । ନୂଆ ପ୍ରାର୍ଥୀକୁ କରି ନୂଆ ସମୀକରଣ ସୃଷ୍ଟି କରିଛି ବିଜେଡି। ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଅରବିନ୍ଦ ବିଜୟ ପାଇଁ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ରଣନୀତି ।

ଏଥର ନିର୍ବାଚନୀ ମୈଦାନରେ ଅନେକ ନୂଆ ଚେହେରା । ସେ ଭିତରୁ ଅଧିକ ଚର୍ଚ୍ଚିତ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଅରବିନ୍ଦ ସିଧା ଏଣ୍ଟ୍ରି ମାରିଛନ୍ତି ନିର୍ବାଚନ ରାଜନୀତିକୁ । ସେମିତି ବିଜେଡିର ହେଭିୱେଟ୍ ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ଏଥରର ନୂଆ ଚେହେରା।ବାପାଙ୍କ ଆସନରେ ପୁଅକୁ ପ୍ରାର୍ଥୀ କରି ନୂଆ ସମୀକରଣ ସୃଷ୍ଟି କରିଛି ବିଜେଡି । ଆଉ ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଅଙ୍କିତ ବିଜୟ ପାଇଁ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ରଣନୀତି।

କିଛି ଦିନ ତଳେ ଅରବିନ୍ଦ ବିଜେପି ଛାଡି ବିଜେପିରେ ସାମିଲ ହୋଇଥିଲେ । ୨୦୧୯ ପରଠାରୁ ଅନେକ ଦିନ ହେବ ସେ ପାଟକୁରାରେ ବୁଲିଛନ୍ତି । ବିଜେଡିରେ ମିଶିବା ପୂର୍ବରୁ ପାଟକୁରାବାସୀଙ୍କ ସହ ଆଲୋଚନା କରି ଓ ପରାମର୍ଶ ନେଇଛନ୍ତି । ବାପାଙ୍କ ଆଶୀର୍ବାଦ ନେବା ସହ ପାଟକୁରାର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେଇଥିଲେ । ପାଟକୁରା,କେନ୍ଦ୍ରାପଡା ଓ ଓଡ଼ିଶାବାସୀଙ୍କ ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେବାକୁ ଇଚ୍ଛାପ୍ରକାଶ କରିଛନ୍ତି ସେ ।ଏଭଳି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ।

 

 

 

 

 

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!