ନବରଙ୍ଗପୁରର ଟାଣୁଆ ନେତା , ଏବେକାର ସାଂସଦ ବଳଭଦ୍ର ମାଝୀ। ସେ ଜଣେ ଭାରତୀୟ ରାଜନୀତିଜ୍ଞ। ବଳଭଦ୍ର ମାଝୀ ୧୯୬୧ ମସିହାର ଫେବୃଆରୀ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ଅମିତ୍ରା ମାଝୀ ।ସେ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରୁ ସଭିଲ୍ ଇଞ୍ଜିନିୟରିଂ କରିବାପରେ ୨୦୧୪ ମସିହାଯାଏଁ ଭାରତୀୟ ରେଳ ବିଭାଗରେ ଚାକିରୀ କରୁଥିଲେ ।
ସେ ୨୦୧୪ ମସିହାରୁ ରାଜନୀତିରେ ପ୍ରବେଶ କରିଥିଲେ , ୨୦୧୪ ସାଧାରଣ ନିର୍ବାଚନରେ ସେ ନବରଙ୍ଗପର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିଥିଲେ।ସେ ବିଜେଡିର ପ୍ରତିନିଧି ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ମାର୍ଚ୍ଚ ୨୦୧୯ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ବଳଭଦ୍ର ଚାକିରୀରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ ଏବଂ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ଲୋକସଭା ନିର୍ବାଚନରେ ଲଢିଥିଲେ । ଓ ନିର୍ବାଚନରେ ତାଙ୍କର ବିଜୟ ମଧ୍ୟ ହୋଇଥିଲା , ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଏହି ଲୋକ ସଭାରେ କାର୍ଯ୍ୟ କରିଥିଲେ । ପରେ ୨୦୧୪ଭାରତୀୟ ସାଧାରଣ ନିର୍ବାଚନରେ ସେ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ।ଏହି ନିର୍ବାଚନରେ, ସେ ସମୁଦାୟ ୪,୮୧,୩୯୬ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ମାଝିଙ୍କୁ ୮୭,୫୩୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।
ବଳଭଦ୍ର ମାଝୀ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ସେ ଦୁଇ ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ । ସେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ ୪ଥର ନିର୍ବାଚିତ ହୋଇଥିବା ବେଳେ ଲାଞ୍ଜିଗଡ ଆସନରୁ ଥରେ ବିଜୟୀ ହୋଇଥିଲେ ।
ବିଜୁ ଜନତା ଦଳରୁ ଥରେ ବିଧାୟକ ହୋଇଥିବା ବଳଭଦ୍ର ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ 4 ଥର ବିଧାୟକ ହୋଇଥିଲେ । ତେବେ
ବିଜୁ ଜନତା ଦଳରୁ ଥରେ ବିଧାୟକ ହୋଇଥିବା ବଳଭଦ୍ର ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ 4 ଥର ବିଧାୟକ ହୋଇଥିଲେ । ତେବେ 2019 ରେ ବଳଭଦ୍ରଙ୍କ ବଦଳରେ ବିଜେଡି ପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା । ପ୍ରଦୀପ ଦଳକୁ ବିଜୟ ଭେଟି ଦେଇଥିବା ବେଳେ ବିଜେଡିରେ ବଳଭଦ୍ରଙ୍କର ଗୁରୁତ୍ୱ କମିଥିଲା । 2019 ରୁ 2024 ଯାଏଁ ଦଳରେ ରହିବା ପରେ ଏବେ ଦଳରେ ଅବହେଳା ହେଉଥିବା କହି ବିଜେଡି ଛାଡିଥିଲେ ବଳଭଦ୍ର ।
ବଳଭଦ୍ରଙ୍କ ବଦଳରେ ବିଜେଡି ପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା । ପ୍ରଦୀପ ଦଳକୁ ବିଜୟ ଭେଟି ଦେଇଥିବା ବେଳେ ବିଜେଡିରେ ବଳଭଦ୍ରଙ୍କର ଗୁରୁତ୍ୱ କମିଥିଲା । 2019 ରୁ 2024 ଯାଏଁ ଦଳରେ ରହିବା ପରେ ଏବେ ଦଳରେ ଅବହେଳା ହେଉଥିବା କହି ବିଜେଡି ଛାଡିଥିଲେ ବଳଭଦ୍ର ।

