କାଲି ଆସୁଛନ୍ତି ଅଧ୍ୟକ୍ଷ ଜେପି ନଡ୍ଡା

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ଦିନିକିଆ ଓଡ଼ିଆ ଗସ୍ତରେ ଆସି ପାର୍ଟି ଅଫିସରେ ପହଞ୍ଚିବେ। ଆସନ୍ତାକାଲି ପୂର୍ବାହ୍ମ ୧୧ଟାରୁ ଦିନ ଗୋଟାଏ ଯାଏ ରାଜ୍ୟ କାର୍ଯ୍ୟାଳୟରପେ ରହିବେ ବୋଲି ସୂଚନା ମିଳିଛି।

ଏମ୍‌ପି, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହାସହ ଦଳର ସଦସ୍ୟତା ଅଭିଯାନ ନେଇ ମଧ୍ୟ ପରାମର୍ଶ ଦେବାର କାର୍ଯ୍ୟକ୍ରମ ରହିଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!