ଝାରସୁଗୁଡ଼ା ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ

ନବକିଶୋର ଦାସ ହତ୍ୟା ଘଟଣାର ଅନୁଧ୍ୟାନ କରିବେ ଏହି ତିନି ଅଧିକାରୀ ।

ଝାରସୁଗୁଡ଼ା ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା । ସାଙ୍ଗରେ ଅଛନ୍ତି ଆଇନ ସୃଙ୍ଖଳା ଏଡିଜି ଆର କେ ଶର୍ମା ।

ଏହାସହ କ୍ରାଇମବ୍ରାଞ୍ଚ ତଦନ୍ତର ମଧ୍ୟ ଅନୁଧ୍ୟାନ କରିବେ। କେତେ ବାଟ ଆଗେଇଛି ତଦନ୍ତ ସେନେଇ କ୍ରାଇମବ୍ରାଞ୍ଚ ଟିମ୍ ସହ ଅଲୋଚନା କରିବେ ପୋଲିସ ଡିଜି ସୁନୀଲ ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଆଇନ ସୃଙ୍ଖଳା ଏଡିଜି ଆର କେ ଶର୍ମା ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!