ବିଜେଡ଼ି ନିଲମ୍ବିତ ହେଲେ ରୀନା ରାଣୀ ଖଟୁଆ । ସେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅଧ୍ୟକ୍ଷା ରହିଥିଲେ। ରୀନାଙ୍କ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ।

This will close in 0 seconds