ବାରହା ଜାଲରେ ବାଘ

ଢେଙ୍କାନାଳ ବନଖଣ୍ଡ ଅଧିନରେ ଥିବା କାମାକ୍ଷାନଗର ଉପଖଣ୍ଡ ମହାବିରୋଡ ରେଞ୍ଜ ନିକଟ ଅଶନ ବାହାଳୀ ଜଙ୍ଗଲ ମଧ୍ୟରେ ଏକ କଲରା ପତରିଆ ବାଘ ଫାଶରେ ପଡ଼ିଥିବା ଖବର ପାଇବା ପରେ ବନଖଣ୍ଡ ଅଧିକାରୀ ସୁମିତ୍ କରଙ୍କ ନିର୍ଦ୍ଦେଶ କ୍ରମେ ସଦର, କାମାକ୍ଷାନଗର ଓ ମହାବିରୋଡ଼ର ରେଞ୍ଜ ଅଧିକାରୀ ଫରେଷ୍ଟ ଓ ଗାର୍ଡ ପହଞ୍ଚି ବାଘଟିକୁ ଟ୍ରାଙ୍କୁ ଲାଇଜ୍ କରି ଧରିବାରେ ସକ୍ଷମ ହୋଇଛନ୍ତି ।

ଖବର ନେବାରୁ ଜଣାଯାଏ ଯେ, ଉକ୍ତ ଅଞ୍ଚଳର କିଛି ଶିକାରୀ ବାରହା ଶିକାର କରିବା ଉଦ୍ଦେଶ୍ୟରେ ଜାଲ ବିଛାଇଥିଲେ।ବାଘଟି ଖାଦ୍ୟ ଅନ୍ୱେଷଣରେ ଆସି ଜାଲରେ ପଡିଯାଇଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ପ୍ରାୟ ସମୟରେ ହରିଣ, ବାର୍ ହା, କୁଟ୍ ରା ଶିକାର ହୋଇଥିବା ପ୍ରମାଣ ରହିଛି । ଏଣୁ ବନଖଣ୍ଡ ଅଧିକାରୀ ସୁମିତ୍ କୁମାର କର ଘଟଣା ସ୍ଥଳରେ ପହଞ୍ଚି କେଉଁମାନେ ଜାଲ ବିଛାଇଥିଲେ ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!