ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍, ଅଧାରୁ ବନ୍ଦ ହେଲା ମ୍ୟାଚ

ଅଧାରୁ ଅଟକିଲା ବାରବାଟୀ ଦିନିକିଆ ମ୍ୟାଚ । ହଠାତ ଫ୍ଲଡ ଲାଇଟ ବନ୍ଦ ହୋଇଯିବାରୁ ଅଟକିଲା ଭାରତ-ଇଂଲଣ୍ଡ ମ୍ୟାଚ ।

ମ୍ୟାଚ ଅଟକିବାରୁ ବିରକ୍ତି ପ୍ରକାଶ କଲେ ରୋହିତ ଶର୍ମା । ଲାଇଟ ବନ୍ଦ ହୋଇଯିବାରୁ ପଡିଆରୁ ପାଭିଲିୟନ ଫେରିଗଲେ ଖେଳାଳି ।

ବାରବାଟୀରେ ଏଭଳି ବିଭ୍ରାଟ ପାଇଁ ଏବେ ଓସିଏ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏତେ ବଡ ଅବ୍ୟବସ୍ଥା ହେଲା କେମିତି ? ବର୍ତ୍ତମାନ ଫ୍ରଡ ଲାଇଟ ମରାମତି କାମ ଚାଲିଛି ।  

Post Views22 Total Count

Apply Now


This will close in 0 seconds

error: Content is protected !!