ହୋଲିରେ ଜାଣନ୍ତୁ କ’ଣ ରହିଛି ପୌରାଣିକ ଗାଥା

ପୌରାଣିକ ଗାଥା ଅନୁସାରେ, ଅସୁର ରାଜା ହିରଣ୍ୟକଷ୍ୟପ ଭଗବାନ ବିଷ୍ଣୁଙ୍କ ଘୋର ବିରୋଧୀ ଥିଲା । ମାତ୍ର ତାଙ୍କ ପୁଅ ପ୍ରହଲ୍ଲାଦ ବିଷ୍ଣୁଙ୍କ ପରମ ଭକ୍ତ ଥିଲେ। ଏଣୁ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ହିରଣ୍ୟକଷ୍ୟପ। ବ୍ରହ୍ମାଙ୍କ ବରଦାନ ପ୍ରାପ୍ତ ନିଜ ଭଉଣୀ ହୋଲିକାଙ୍କୁ ପ୍ରହଲ୍ଲାଦଙ୍କୁ ମାରିବାକୁ କହିଥିଲେ।

ହୋଲିକା ଅଗ୍ନିରେ ଜଳିବେନି ବୋଲି ତାଙ୍କୁ ବରଦାନ ପ୍ରାପ୍ତ ହୋଇଥିଲା । ଏଣୁ ସେ ପ୍ରହଲ୍ଲାଦଙ୍କୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ। ମାତ୍ର ଭଗବାନ ବିଷ୍ଣୁଙ୍କ ମହିମା ଯୋଗୁଁ ପ୍ରହଲ୍ଲାଦଙ୍କ କୌଣସି କ୍ଷତି ହୋଇନଥିବା ବେଳେ, ଜଳି ଯାଇଥିଲେ ହୋଲିକା। ହୋଲିକାଙ୍କ ଦହନକୁ ଧର୍ମର ଜୟ ବିବେଚନା କରି ଆବାହମାନ କାଳରୁ ଏହି ପର୍ବପାଳିତ ହୋଇ ଆସୁଛି ।

Post Views4 Total Count

Apply Now


This will close in 0 seconds

error: Content is protected !!