ଓପାଲ ସୁଚାତାଙ୍କ ମୁଣ୍ଡରେ ବିଶ୍ୱ ସୁନ୍ଦରୀ ମୁକୁଟ

ଥାଇଲାଣ୍ଡ ସୁନ୍ଦରୀ ହେଲେ ମିସ୍ ୱାର୍ଲଡ-୨୦୨୫ । ହାଇଦ୍ରାବାଦରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ୨୨ ବର୍ଷୀୟ ଓପାଲ ସୁଚାତାଙ୍କୁ ବିଶ୍ବ ସୁନ୍ଦରୀ ଘୋଷଣା କରାଯାଇଛି ।

ଗତ ବର୍ଷର ମିସ୍ ୱାର୍ଲଡ ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିସ୍କୋଭା ସୁଚାତାଙ୍କୁ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି । ଏ ନେଇ ମିସ୍ ୱାର୍ଲ୍ଡ ତାର ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ସୂଚନା ଦେଇଛି । ମିସ୍ ଇଥିଓପିଆ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ମିସ୍ ପୋଲାଣ୍ଡ ଦ୍ବିତୀୟ ରନର୍ସଅପ୍ ହୋଇଛନ୍ତି ।

Post Views22 Total Count

Apply Now


This will close in 0 seconds

error: Content is protected !!