ବିଏମସି କମିଶନର ଭାବେ ଦାୟିତ୍ବ ନେଲେ ଚଞ୍ଚଲ ରାଣା

ବିଏମସି କମିଶନର ଭାବେ ଦାୟିତ୍ବ ନେଲେ ଚଞ୍ଚଲ ରାଣା । ୧୭ତମ ବିଏମସି କମିଶନର ଭାବେ ନେଲେ ଦାୟିତ୍ବ । ଭାରପ୍ରାପ୍ତ କମିଶନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ।

ଆଜି ପ୍ରଥମ ଦିନରେ ବିଏମସିର ବିଭିନ୍ନ ଅଧିକାରୀଙ୍କ ସହ ବୈଠକ ଚାଲିଛି । ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେଉଛି ।

ପୂର୍ବରୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱରେ ଥିଲେ ଚଞ୍ଚଲ ରାଣା । ରଥଯାତ୍ରା ଅଘଟଣ ପରେ ସେ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିଲେ ।

Post Views2 Total Count

Apply Now


This will close in 0 seconds

error: Content is protected !!