ଟସ ଜିତି ପ୍ରଥମେ ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି

ଅଷ୍ଟ୍ରେଲିୟ ଅଧିନାୟକ ମିଚେଲ ମାର୍ଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ପ୍ଲେଇଂ ଇଲେଭେନରେ ଚାରୋଟି ପରିବର୍ତ୍ତନ କରିଛନ୍ତି।

ଆଡାମ ଜାମ୍ପା, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଫିଲିପ ଏବଂ ବେନ ଡ୍ବାରଶୁଇସ ଦଳକୁ ଫେରିଛନ୍ତି। ଟ୍ରାଭିସ ହେଡ ଆଶେସ ପ୍ରସ୍ତୁତି ପାଇଁ ରିଲିଜ୍‌ ହୋଇଛନ୍ତି। ଯେତେବେଳେ ସିଆନ ଆବୋଟ, ମାଥ୍ୟୁ ସର୍ଟ ଏବଂ କୁହ୍ନେମାନଙ୍କୁ ବାଦ୍‌ ଦିଆଯାଇଛି।

ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଟସ ଜିତିଥିଲେ ସେ ପ୍ରଥମେ ବ୍ୟାଟିଂ କରିଥାନ୍ତେ। ତେଣୁ ଟସ ବହୁତ କ୍ଷତି କରି ନ ଥିଲା। ଭାରତୀୟ ଦଳ କୌଣସି ପରିବର୍ତ୍ତନ ବିନା ପଡ଼ିଆକୁ ଓହ୍ଲାଇଛି।

Post Views46 Total Count

Apply Now


This will close in 0 seconds

error: Content is protected !!