ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟରେ ସୁନାଦେଇଙ୍କୁ ଦର୍ଶନ କରିବେ ।

ଏହାପରେ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ କରିବେ ରୋଡ ଶୋ’ । ନୂଆପଡ଼ାରୁ ଖରିଆର ରୋଡ଼ ପର୍ଯ୍ୟନ୍ତ ହେବ ରୋଡ ଶୋ’ । ଆଜି ନୂଆପଡ଼ାରେ ରାତ୍ରୀଯାପନ କରିବେ ମୁଖ୍ୟମନ୍ତ୍ରୀ ।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିବେ ମୋହନ । ନୂଆପଡ଼ା ଗ୍ରାଉଣ୍ଡରେ ଏବେ ମାଳ ମାଳ ନେତା, ଷ୍ଟାର ପ୍ରଚାରକ ଓ ହେଭିୱେଟ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମାରାଥନ କ୍ୟାମ୍ପେନ ଚଳାଇଛନ୍ତି ।ବାକୁ ନିବେଦନ କରୁଛନ୍ତି । ବିଜେପି ପାଇଁ ବହୁ ବିଧାୟକ, ମନ୍ତ୍ରୀ ଓ ତୁଙ୍ଗ ନେତା ପ୍ରଚାର ଚଳାଇଛନ୍ତି ।

Post Views2 Total Count

Apply Now


This will close in 0 seconds

error: Content is protected !!