ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ

ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ପ୍ରାରମ୍ଭିକ ରାଉଣ୍ଡରେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି। ପ୍ରଥମ ରାଉଣ୍ଡ୍ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୩୫୪୭ ଭୋଟ୍‌ରେ ଆଗୁଆ ଅଛନ୍ତି।

ଜୟ ଢ଼ୋଲକିଆ (ବିଜେପି): ୪୯୦୪ ଭୋଟ୍

ସ୍ନେହାଙ୍ଗିନୀ ଛୁରିଆ (ଦ୍ୱିତୀୟ ସ୍ଥାନ): ୧୩୫୭ ଭୋଟ୍

ଘାସିରାମ ମାଝୀ (କଂଗ୍ରେସ): ୧୩୦୮ ଭୋଟ୍

ପ୍ରଥମ ରାଉଣ୍ଡ୍‌ରୁ ହିଁ ଭାଜପା ପ୍ରାର୍ଥୀ ବଡ଼ ବ୍ୟବଧାନରେ ଆଗେଇ ରହିଛନ୍ତି।

Post Views14 Total Count

Apply Now


This will close in 0 seconds

error: Content is protected !!