ରାଜ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ଘରେ ଭିଜିଲାନ୍ସ ଚଢ଼ାଉ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡବି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କର ୭ଟି ସ୍ଥାନରେ… D DashOctober 22, 2026
ଜାତୀୟ SBIରେ ଅଛି କି ଆକାଉଣ୍ଟ ,ସାବଧାନ ଲିକ୍ ହେଉଛି ଡାଟା ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ହୋଇଛି ବଡ଼ ଧରଣର ସାଇବର ଆକ୍ରମଣ… D DashOctober 22, 2026
ଜାତୀୟ ସୁସ୍ଥ ହେଉଛନ୍ତି ଲାଲକୃଷ୍ଣ ଆଡ଼ଭାନୀ,ହସ୍ପିଟାଲରୁ ହେଲେ ଡ଼ିସଚାର୍ଜ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ହସ୍ପିଟାଲରୁ ଡ଼ିସଚାର୍ଜ କରାଯାଇଛି ।… Ankita SahooOctober 19, 2026
କ୍ରୀଡା ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ମିଳିଲା ବଡ଼ ଦାୟିତ୍ବ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ ମିଳିଛି। ପୁରୁଷ କ୍ରିକେଟ୍ ଟିମ୍ର… Ankita SahooOctober 19, 2026
ରାଜ୍ୟ ଆଜି ବିଭିନ୍ନ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା ଆଜି ବିଭିନ୍ନ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା। ନବରାତ୍ରୀ ଅବସରରେ ମା’ଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଦେବୀପୀଠ… D DashOctober 19, 2026
ଜାତୀୟ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଗୁଳିକାଣ୍ଡ ମାମଲା: ଆକ୍ରମଣରେ ବ୍ୟବହୃତ ପଲସର ବାଇକ୍ ଅନ୍ଧେରୀରୁ ଜବତ, ୩ ଥର ହୋଇଥିଲା କିଣାବିକା ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଟାର୍ଗେଟ କରି ହୋଇଥିବା ଗୁଳିକାଣ୍ଡ ମାମଲାରେ ମୁମ୍ବାଇ ପୁଲିସକୁ ଏକ ବଡ଼ ସଫଳତା… D DashOctober 19, 2026
ରାଜ୍ୟ ବିଜେଡି ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୧୭ ମସିହାରୁ… D DashOctober 19, 2026
ଜାତୀୟ କୋଲକାତା ପୂଜା ମଣ୍ଡପରେ ଦଳାଚକଟା: ୧୯ ମୃତ, ୪୦ ଗୁରୁତର କୋଲକାତାରେ ଦୁର୍ଗାପୂଜା ମହୋତ୍ସବରେ ହୃଦୟବିଦାରକ ଅଘଟଣ ଘଟିଛି। ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼… Ankita SahooOctober 18, 2026October 18, 2026
ରାଜ୍ୟ ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ବ୍ରଜମୋହନ ରାମ । ରାଜଭବନରେ ବିରାଟ ଆୟୋଜନ ହୋଇଛି । ହାଇକୋର୍ଟ ମୁଖ୍ୟ… Ankita SahooOctober 18, 2026
ରାଜ୍ୟ ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ । ଏନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ… Ankita SahooOctober 17, 2026