ଦେଶର ଆଉ ୫ ଜଣ ଯବାନ ସହିଦ

ଆଜି ଦେଶର ଆଉ ୫ ଜଣ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀ ଆକ୍ରମଣରେ ଆଉ ୫ ଜଣ ଯବାନ ସହିଦ ହୋଇଛନ୍ତି

ସେନାର ଏକ ବୟାନ ମୁତାବକ ଯେତେବେଳେ ସେନାର ଯବାନ ରାଜୌରୀର କଣ୍ଡି ଠାରେ ଅପରେସନ ଚଳାଇଥିଲେ ।

ହଠାତ ଆତଙ୍କବାଦୀମାନେ ସାମ୍ନାକୁ ଆସିଯିବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଶେଷରେ ଆତଙ୍କବାଦୀମାନେ ନିଜକୁ ବଞ୍ଚାଇବାକୁ ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ କିଛି ଜଣ ଗୁରୁତର ହୋଇଛନ୍ତି

ରାଜୌରୀ ଠାରେ ଯବାନଙ୍କ ପକ୍ଷରୁ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ଦ୍ୱାରା ବିସ୍ଫୋରଣ କରାଯାଇଥିଲା । ଏଥିରେ ୫ ଯବାନ ସହିଦ ହୋଇଛନ୍ତି ।

ଏବେ ସେଠାରେ ସେନା ପକ୍ଷରୁ ଅପରେସନ ଜାରି ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!