ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ, ବିଡା ବିଡା ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପଜିଲ୍ଲାପାଳ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ ସହିତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ବର କାନନ ବିହାର HIG-115ରେ ରହିଛି ଦୁଇମହଲା କୋଠା । ଭୁବନେଶ୍ବର ଘରୁ ୬ ପେଟି ଟଙ୍କା ଜବତ ହୋଇଛି । ବହୁପରିମାଣର ୫୦୦ ଟଙ୍କିଆ ବିଡ଼ା, ରୁପା, ସୁନା ଅଳଙ୍କାର ଜବତ ହୋଇଛି ।

Post Views84 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!