ଲଞ୍ଚ ହେଲା ଇନଷ୍ଟାଗ୍ରାମର ନୂଆ ଆପ୍ ଥ୍ରେଡ୍ । ଫେସବୁକ ବଦଳରେ ୟୁଜରର୍ସ ଏହି ନୂଆ ଆପ୍କୁ ବ୍ୟବହାର କରିବେ। ଥ୍ରେଡସ୍ ଇନଷ୍ଟାଗ୍ରାମ ଭଳି ଆପ୍ ଯାହାକି ଟ୍ୱିଟର ପରି କାମ କରିବ। ଏହାସହ ଇନଷ୍ଟାଗ୍ରାମ୍ ଫ୍ରେଣ୍ଡ ମାନଙ୍କ ସହିତ ଯୋଡ଼ି ହୋଇପାରିବେ । ଏଥିପାଇଁ କମ୍ପାନୀ ଏକ ଅପସନ୍ ଦେବ, ଏଠାରେ ସେହି ୟୁଜରମାନେ ଦେଖିବାକୁ ମିଳିବେ ଯେଉଁମାନେ ଇନଷ୍ଟାଗ୍ରାମ ଏବଂ ଥ୍ରେଡସ୍ ଉଭୟରେ ଉପସ୍ଥିତ ଥିବେ ।ଏହି ଆପକୁ ମାତ୍ର ୭ ଘଣ୍ଟାରେ ୧୦ ମିଲିୟନ ୟୁଜର୍ସ ବ୍ୟବହାର କରିସାରିଲେଣି ।ଟ୍ଵିଟରକୁ ଟକ୍କର ଦେବାପାଇଁ ନୂଆ ଆପ୍ ଆଣିଛି ମେଟା । ଏଲନ ମସ୍କ ଟ୍ୱିଟର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମେଟାର ଏହି ନୂଆ ଆପର ଖବର ଆସିଛି । ସୋସିଆଲ ମିଡିଆରେ ଥ୍ରେଡ ଆପର ଫଟୋ ଦେଖିବାକୁ ମିଳୁଛି ।
Related Posts
ବନ୍ଦ୍ ହେବ ଋଷ୍ ୟୁକ୍ରେନ ଯୁଦ୍ଧ !
ପୋପ୍ ଲିଓଙ୍କ ଶପଥ ଗ୍ରହଣ ଅବସରରେ ରବିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ…
ଏସସିଓ ବୈଠକରେ ଆତଙ୍କବାଦକୁ ନେଇ ବର୍ଷିଲେ ମୋଦୀ
ଚୀନ୍ର ତିଆନ୍ଜିନ୍ରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ) ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀର…
ଗୁଳିମାଡ଼ରେ ଟଳିପଡ଼ିଲେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ
ଟ୍ରମ୍ପଙ୍କ ସହଯୋଗୀଙ୍କୁ ହତ୍ୟା । ଆମେରିକାରେ ଗୁଳି କରି ଚାର୍ଲି ର୍କିକଙ୍କୁ ହତ୍ୟା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

