ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 22କୁ ବୃଦ୍ଧି । ଏବେ ବି NDRFର ସର୍ଚ୍ଚ ଅପରେସନ ଜାରି ରହିଛି । ଲଗାଣ ବର୍ଷାରେ ଉଦ୍ଧାରକାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ ସତର୍କତାର ସହ ଚାଲିଛି କାମ । ଗତ ୧୯ ତାରିଖରେ ବିଳମ୍ବିତ ରାତିରେ ଖାଲାପୁର ତହସିଲ ଆଦିବାସୀଙ୍କ ଗାଁ ଇରସାଲୱାଡ଼ିରେ ଧସିଥିଲା ପାହାଡ଼ । ଗାଁର ୧୭ଟି ଘରେ ପାହାଡ଼ ଅତଡ଼ା ଖସିବା ଫଳରେ ପୁରା ଗାଁ ଛାରଖାର ହୋଇଯାଇଛି ।
Related Posts
ପ୍ରଶାନ୍ତ କିଶୋରଙ୍କୁ ପାଟନା ସିଭଲ କୋର୍ଟରୁ ମିଳିଲା ଜାମିନ
ବିହାରରେ ବିପିଏସସି ପରୀକ୍ଷାରେ ଅନିୟମିତତା ବିରୋଧରେ ବିରୋଧ କରୁଥିବା ପ୍ରାର୍ଥୀଙ୍କୁ ସମର୍ଥନ କରି ପାଟଣାର ଗାନ୍ଧୀ ମଇଦାନରେ ଆମରଣ ଅନଶନ…
କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କୁ ଦେଲେ ବଡ଼ ଉପହାର
ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ…
ଗାଙ୍ଗୁଲିଙ୍କ କାର ଆଡ଼କୁ ଯମ ଭଳି ମାଡ଼ି ଆସିଲା ଟ୍ରକ୍
ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦୁର୍ଘଟଣା । ଟ୍ରକ୍…

