ଅପରିବର୍ତ୍ତିତ ରହିଲା ରେପୋରେଟ୍

ଲଗାତାର ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନାହିଁ ।RBIର ମନିଟାରୀ ପଲିସି କମିଟି ବୈଠକ ପରେ ରେପୋ ରେଟକୁ ପୂର୍ବଭଳି 6.5 ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଲୋନ୍ ଏବଂ EMIରେ କୌଣସି ବୃଦ୍ଧି ହେବାର ସମ୍ଭାବନା ନାହିଁ । ଅଶୋଧିକ ତୈଳ ଦରରେ ବୃଦ୍ଧି, ବିଶ୍ବ ବଜାରରେ ଖାଦ୍ୟ ସାମଗ୍ରୀ ଓ ଶକ୍ତି ଦରରେ ବୃଦ୍ଧି, ଭାରତରେ ବିଭିନ୍ନ ଡାଲି ଜାତୀୟ ସାମଗ୍ରୀର ଉତ୍ପାଦନରେ ହ୍ରାସ ଏବଂ ଅନିଶ୍ଚିତ ମୁଦ୍ରାସ୍ଫିତୀକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!