ବିଜେପିକୁ ଝଟକା। ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର। ସୋସିଆଲ ମିଡିଆରେ ସେ ଏନେଇ ସୂଚନା ଦେଇଛନ୍ତି । ସେ ବିଜେପିର ଉପସଭାପତି ପଦରେ ଥିଲେ। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ବିଜେପି ରାଜ୍ୟ ସଭାପତିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ସୂଚନା ରହିଛି। ଲେଖାଶ୍ରୀ ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ । ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି ।
Related Posts
ବଡମ୍ବାରେ ଛାଇଗଲେଣି ଦେବୀପ୍ରସାଦ
ଗାଁଠୁ ସହର ସବୁଠି ରାଜନୀତିର ଚର୍ଚ୍ଚା। ନିଜ ନିଜ କ୍ଷେତ୍ରରେ ସକ୍ରିୟ ନେତା । କିଏ ବାଇକ ରାଲି କରୁଛି…
ସୁଦର୍ଶନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ…
କଂଗ୍ରେସକୁ ଫେରିବେ ସୌମ୍ୟ ?
ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ଦଳରେ ଏକପ୍ରକାର କୋଣଠେସା ହୋଇ ରହିଥିବା ଚର୍ଚ୍ଚା ହେଉଛି । ନିଜର ଅମାନିଆ…

