ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର ରହିଛି ଭିନ୍ନ ପ୍ରିନ୍ସିପଲ୍, ଜାଣନ୍ତୁ କଣ

ଭାରତର ଧନୀ ବ୍ୟକ୍ତି, ବିଜ୍ନେସ୍ ଟାଇକୋନ୍ ମୁକେଶ ଅମ୍ବାନୀ। ଲାଭିସ୍ ଲାଇଫ୍ ମେନ୍ଟେନ୍ କରନ୍ତି। ବ୍ୟକ୍ତି ଜୀବନରେ ମଧ୍ୟ ବେଶ୍ ଚର୍ଚ୍ଚିତ। କିଛି ଭଲ ଅଭ୍ୟାସ ରଖନ୍ତି ଜୀବନରେ। ନହେଲେ ଏତେ ସଫଳ କେମିତି ହୋଇଥାନ୍ତେ। ଆଜି ମୁକେଶଙ୍କ ବିଷୟରେ ସେମିତି ୧୦ଟି କଥା ଜାଣିବା।
-ଅମ୍ବାନୀ ସୁଦ୍ଧ ଶାକାହାରୀ
-ମଦ୍ୟପାନ କରନ୍ତି ନାହିଁ।
-ଡ୍ରାଇଭର ଦେହ ଖରାପ ଥିଲେ କେବେ କେବେ ଅମ୍ବାନୀ ପବ୍ଲିକ୍ ଟ୍ରାନ୍ସପର୍ଟରେ ଯାତ୍ରା କରନ୍ତି।
-ଅମ୍ବାନୀ ମୁମ୍ବାଇରେ ପଢିଛନ୍ତି। ତାଙ୍କ ପାଖରେ କେମିକାଲ୍ ଇଞ୍ଜିନିୟର ଡିଗ୍ରି ରହିଛି।
-ଷ୍ଟାନଫୋର୍ଡ ୟୁନିଭରସିଟିରୁ ସେ ଏମ୍ବିଏ କରିଛନ୍ତି।
-୧୯୮୧ରେ ମୁକେଶ ଅମ୍ବାନୀ ବାପାଙ୍କ ବ୍ୟବସାୟରେ ଯୋଗ ଦେଇଥିଲେ।
-ଅମ୍ବାନୀଙ୍କ ବାପାଙ୍କ ମୃତ୍ୟୁ ପରେ ଛୋଟ ଭାଇ ଅନିଲ୍ ଅମ୍ବାନୀ ସହ ମତାନ୍ତର ପାଇଁ ବ୍ୟବସାୟକୁ ଭାଗ କରିବାକୁ ପଡିଥିଲା।
-ପତ୍ନୀଙ୍କୁ ଖୁବ୍ ଭଲ ପାଆନ୍ତି ମୁକେଶ ଅମ୍ବାନୀ, ପତ୍ନୀ ନୀତାଙ୍କୁ ସେ ତାଙ୍କ ୪୪ତମ ଜନ୍ମଦିନରେ ୬୦ ମିଲିୟନ୍ ଡଲାରର ପ୍ଲେନ୍ ଗିଫ୍ଟ କରିଥିଲେ।
-ଅମ୍ବାନୀଙ୍କ ବାସ ଭବନ ନାଁ ଆଣ୍ଟିଲିଆ।
– ୨୭ ମହଲା ବିଶିଷ୍ଟ ଏହି ଘରର ଦାମ ପ୍ରାୟ ୧୧ ହଜାର କୋଟି ଅଟେ

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!