କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଡେବ୍ୟୁ କରିବେ ପୂର୍ବତନ ମିସ୍ ଓ୍ବାଲ୍ଡ ମାନୁଷୀ ଚିଲ୍ଲାର୍ ।ବର୍ତ୍ତମାନ ସେ ରେଡ୍ କାର୍ପେଟରେ ଡେବ୍ୟୁ କରିବାକୁ ଯାଉଛନ୍ତି ।ପୂର୍ବରୁ ମାନୁଷୀ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ସମ୍ରାଟ ପୃଥ୍ବୀରାଜରେ ନିଜର ଜଲଓ୍ବା ଦେଖାଇସାରିଛନ୍ତି । ତେବେ କାନ୍ସ ଫେଷ୍ଟିଭାଲ ପ୍ରାନ୍ସରେ ଅନୁଷ୍ଠିତ ହେବାକୁ ଯାଉଛି ।ଯାହା ଆସନ୍ତା ୧୬ରୁ ୨୭ ପର୍ଯ୍ୟନ୍ତ ଚାଲିବ । ତେବେ ମାନୁଷୀଙ୍କର ଆସବାକୁ ଯାଉଛି ନୂଆ ଥ୍ରିଲର ଫିଲ୍ମ ତେହେରାନ । ଏଥିରେ ସେ ଜନ ଆବ୍ରାହନଙ୍କ ସହ ନଜର ଆସିବାକୁ ଯାଉଛନ୍ତି।

