ପ୍ଲାଷ୍ଟିକ ସର୍ଜରୀ ପାଇଁ 1 କୋଟି

ସୁନ୍ଦରତା ପାଇଁ ପ୍ଲାଷ୍ଟିକ ସର୍ଜରୀ।ଆଜିକାଲି ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅଧିକାଂଶ ଲୋକ ପ୍ଲାଷ୍ଟିକ ସର୍ଜରୀକୁ ଅପଣାଉଛନ୍ତି। ତେବେ ନିକଟରେ ଜଣେ ମଡେଲ ନିଜ ଗୋଡ଼ର ପ୍ଲାଷ୍ଟିକ ସର୍ଜରି କରାଇ ଚର୍ଚ୍ଚାରେ ଅଛନ୍ତି।୩୧ ବର୍ଷୀୟା ଜର୍ମାନ ମଡେଲ୍ ଥେରେସିଆ ଫିଚର୍ ନିଜ ଉଚ୍ଚତାକୁ ନେଇ ସେ ଖୁବ୍ ଅସନ୍ତୁଷ୍ଟ ଥିଲେ। ସେଥିପାଇଁ ସେ ଅନେକ ଥଟ୍ଟାମଜାର ଶରବ୍ୟ ହେବା ପରେ ଉଚ୍ଚତା ବୃଦ୍ଧି ପାଇଁ ଅସ୍ତ୍ରୋପଚାର କରିବାକୁ ସ୍ଥିର କରିଥିଲେ। ଦୁଇଟି ଅସ୍ତ୍ରୋପଚାର ପରେ ତାଙ୍କ ଦୁଇ ଗୋଡ଼ରେ ଟେଲିସ୍କୋପିକ୍ ରଡ୍ ଖଞ୍ଜି ଦିଆଯାଇଥିଲା। ତିନି ମାସ ପରେ ତାଙ୍କ ଉଚ୍ଚତା ପୂର୍ବ ତୁଳନାରେ ୧୪ ସେଣ୍ଟିମିଟର୍ ବୃଦ୍ଧି ପାଇ ଛଅ ଫୁଟ୍ରେ ପହଞ୍ଚିଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!