1981 ଜୁନ୍ ୬-ବାଗମତି ଟ୍ରେନ୍ ନଦୀକୁ ଖସି ୬୦୦ ମୃତ
୧୯୯୫ ଜୁନ୍ ୧-ହୀରାକୁଦ ଏକ୍ସପ୍ରେସ ଲାଇନଚ୍ୟୁତ, ୧୫ ମୃତ
୧୯୯୫ ଅଗଷ୍ଟ ୨୦:କାଳନ୍ଦୀ ଏକ୍ସପ୍ରେସ ସହ ଧକ୍କା ହେଲା ପୁରୁଷୋତ୍ତ ଏକ୍ସପ୍ରେସ, ୪୦୦ ମୃତ
୧୯୯୭ ଅଗଷ୍ଟ ୧୫: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା, ୭୫ ମୃତ
୧୯୯୭ ସେପ୍ଟେମ୍ବର ୧୪: ଅହମଦାବାଦ-ହାଓ୍ବଡା ଏକ୍ସପ୍ରେସ ଦୁର୍ଘଟଣା, ୮୧ ମୃତ
୧୯୯୮ ନଭେମ୍ବର ୨୬: ଗୋଲଡେନ୍ ଟେମ୍ପୁଲ ମେଲକୁ ଧକ୍କା ଦେଲା ଜମ୍ମୁ ତାଓ୍ବି-ସେଲାଧ ଏକ୍ସପ୍ରେସ: ୨୧୨ ମୃତ
୧୯୯୯ ଅଗଷ୍ଟ ୨: ଅବଧ ଆସାମ ଏକ୍ସପ୍ରେସକୁ ଧକ୍କା ଦେଲା ବ୍ରହ୍ମପୂତ୍ର ମେଲ୍, ୨୮୫ ମୃତ
୨୦୦୨ ସେପ୍ଟେମ୍ବର ୯: ହାଓ୍ବଡା ରାଜଧାନୀ ଏକ୍ସପ୍ରେସ ଲାଇନଚ୍ୟୁତ, ୧୪୦ ମୃତ
୨୦୦୫ ଅକ୍ଟୋବର ୨୯: କାମାସମୁଦ୍ରମରେ ଡେଲଟା ଫାଷ୍ଟ ପାସେଞ୍ଜର ଲାଇନଚ୍ୟୁତ, ୧୧୪ ମୃତ
୨୦୦୭ ଫେବ୍ରୁଆରୀ ୧୮: ଦିଲ୍ଲୀ -ଲାହୋର ସମଝୋତା ଏକ୍ସପ୍ରେସରେ ଆତଙ୍କବାଦୀ ଆକ୍ରମଣ , ୬୮ ମୃତ
୨୦୧୦ ମେ ୨୮: ବିସ୍ଫୋରଣ ପରେ ଜନନେଶ୍ବରୀ ଏକ୍ସପ୍ରେସ ଟ୍ରେନ୍ ଲାଇନଚ୍ୟୁତ, ୧୪୦ ମୃତ
୨୦୧୦ ଜୁଲାଇ ୧୯: ଉତ୍ତରବଙ୍ଗା ଏକ୍ସପ୍ରେସ ସହ ବନାଞ୍ଚଳ ଏକ୍ସପ୍ରେସ ଧକ୍କା, ୬୬ ମୃତ
୨୦୧୧ ଜୁଲାଇ ୭: ମଥୁରା -ଛପ୍ରା ଏକ୍ସପ୍ରେସ ଦୁର୍ଘଟଣା, ୩୮ ମୃତ
୨୦୧୧ ଜୁଲାଇ ୧୦ : କାଲକାମେଲ ଲାଇନଚ୍ୟୁତ, ୭୦ ମୃତ
୨୦୧୨ ଜୁଲାଇ ୩୦: ତାମିଲନାଡୁ ଏକ୍ସପ୍ରେସରେ ନିଆଁ ଲାଗି ୪୭ ମୃତ
୨୦୧୩ ଅଗଷ୍ଟ ୧୯: ସହର୍ସା-ପାଟନା ରାଜ୍ୟରାଣୀ ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ୩୫ ମୃତ
୨୦୧୪ମେ ୨୬: ଗୋରଖଧାମ ଏକ୍ସପ୍ରେସ ମୁହାଁମୁହିଁ ଧକ୍କା , ୨୫ ମୃତ
୨୦୧୫ ଅଗଷ୍ଟ ୪: କମୟାନୀ ଏବଂ ଜନତା ଏକ୍କସପ୍ରେସ ଲାଇନଚ୍ୟୁତ, ୩୧ ମୃତ
୨୦୧୬ ନଭେମ୍ବର ୨୦: ଇନ୍ଦୋର-ରାଜେନ୍ଦ୍ରନଗର ଏକ୍ସପ୍ରେସ ଲାଇନଚ୍ୟୁତ, ୧୫୨ ମୃତ
୨୦୧୭ ଜାନୁଆରୀ ୨୧: ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ କୁନେରୁରେ ଲାଇନଚ୍ୟୁତ, ୪୧ ମୃତ
୨୦୧୮ ଅକ୍ଟୋବର ୧୯: ଅମୃତସର ଟ୍ରେନ ଦୁର୍ଘଟଣା , ୫୯ ମୃତ
୨୦୨୨ ଜାନୁଆରୀ ୧୩: ବିକାନେର-ଗୌହାଟୀ ଏକ୍ସପ୍ରେସ ଲାଇନଚ୍ୟୁତ, ୯ମୃତ

