ରିଲିଜ ହେଲା ଫିଲ୍ମ ଫାଇଟରର ଟିଜର । ଜବରଜସ୍ତ ଲୁକରେ ନଜର ଆସିଛନ୍ତି ଲିଡ ଆକ୍ଟର ହ୍ରିତିକ ରୋଶନ , ଦୀପିକା ପାଦୁକୋନ, ଅନୀଲ କପୁର । ସମସ୍ତେ ପାଇଲଟ ଲୁକରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଦାର୍ଥ ଆନନ୍ଦ । ତେବେ ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୨୫ରେ ରିଲିଜ ହେବା ନେଇ ସୂଚନା ମିଳୁଛି । ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ ।

