ସିଏସଆଇଆର-ଆଇଏମଏମଟି ଠାରେ ୱାନ ଉଇକି ୱାନ ଲ୍ୟାବ କାର୍ଯ୍ୟକ୍ରମ – ଆରମ୍ଭ ହୋଇଛି। ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡ଼ ରାମାନୁଜ ନାରାୟଣ ଏହି କାର୍ଯ୍ୟକ୍ରମର ଉଦଘାଟନ କରି କହିଥିଲେ ସିଏସ୍ଇଆର-ଆଇଏମ୍ଏମ୍ଟି ଓ – ୭ ସାମ୍ଭାବ୍ୟ ହିତାଧ୍ୟାକାରୀଙ୍କ ମଧ୍ୟରେ ଉପଲବ୍ଧ ପ୍ରଯୁକ୍ତିବିଦ୍ୟା, ଖଣିଜ ପଦାର୍ଥ ପରିବେଶ ଭାରି ସ୍ଥିରତା ଏବଂ ଉପଲବ୍ଧ ସେବା କ୍ଷେତ୍ର ଥିବା ବିଷୟରେ ସଚେତନତା ସୃଷ୍ଟି କରିବା – ରେ ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।
ଏହି ପ୍ରଯୁକ୍ତିବିଦ୍ୟା ଜନସାଧାରଣଙ୍କ ମଧ୍ୟରେ – ବୈଜ୍ଞାନିକ ଦୃଷ୍ଟିକୋଣର ବିକାଶରେ, ବିଶେଷ କରି ଛାତ୍ରଛାତ୍ରୀ ଯେଉଁମାନେ ଦେଶର ଭବିଷ୍ୟତର ବୈଜ୍ଞାନିକ ହେବେ ସେମାନଙ୍କୁ ସାହାଯ୍ୟ କରିବା ସହିତ ଯଦି ଶିଳ୍ପ ସହଭାଗିତା, ସାମାଜିକ ସମସ୍ୟାର ସମାଧାନ ପ୍ରଦାନ କରିବାରେ ସାହାଯ୍ୟ ଏ କରିବ । ଟାଟା ଷ୍ଟିଲ ଟେକ୍ନୋଲୋଜିର ଉପ ସଭାପତି ଡ଼. ଦେବାଶିଷ ଭଟ୍ଟାଚାର୍ଯ୍ୟ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅଭିଜାନ ଦେଶରେ ୪. ଅବସ୍ଥିତ ୩୭ଟି ସିଏସ୍ଆର୍ ଲ୍ୟାବକୁ ଏହାର ହିତାଧିକାରୀମାନଙ୍କୁ ସେମାନଙ୍କ କାର୍ଯ୍ୟର ପ୍ରଦର୍ଶନ ତଥା ଲାଭ ସମ୍ବନ୍ଧରେ ଜଣାଇବାକୁ ଅନୁମତି ଦେବ | କାଉନସିଲ ଏ ଅଫ ସାଇନ୍ତିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର)ର ଏକ ଧୂମ ୪ ଆଧାରିତ ଅଭିଜାନ। ଯୁବ ଉଦ୍ଭାବକ, ଛାତ୍ରଛାତ୍ରୀ, ଷ୍ଟାର୍ଟ ଅପ୍ ଏକାଡେମୀଆ ଏବଂ ଶିଳ୍ପ ମାଧ୍ୟମରେ ଗଭୀର ଭାବରେ ସୁଯୋଗ ଖୋଜିବା ପାଇଁ ଆୟାଜିତ ଏ ହୋଇଛି ।
ସିଏସ୍ଇଆର ଅନୁଷ୍ଠାନଗୁଡିକ ଜେନମ ଠାରୁ ଭୂବିଜ୍ଞାନ, ଖାଦ୍ୟ ଏ ଠାରୁ ଇନ୍ଧନ ପର୍ଯ୍ୟନ୍ତ, ଖଣିଜ ପଦାର୍ଥଠାରୁ ଦ୍ରବ୍ୟ ପର୍ଯ୍ୟନ୍ତ, ପରୀକ୍ଷଣ କେନ୍ଦ୍ରଠାରୁ ୫ ସ୍ଥଳ, ଆକାଶ ପର୍ଯ୍ୟନ୍ତ ଏବଂ ଅନ୍ୟନ୍ୟ ସ୍ବତନ୍ତ୍ର ବିଷୟରେ ଏକ ପ୍ରକାରର ବିଶେଷଜ୍ଞ ଅଟେ । ଆଇଏମଏମଟିର ପୂର୍ବତନ ନିର୍ଦ୍ଦେଶକ ତଥା ଆଇଆଇଟି ଦିଲ୍ଲୀର ଏହି ନିର୍ଦ୍ଦେଶକ ପ୍ରଫେସର ଏସ୍ ବସୁ ସେମିକଣ୍ଡକ୍ଟର ଟେକ୍ନୋଲୋଜିର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ।
ସେ କହିଥିଲେ ଇଲେକ୍ଟ୍ରୋନିକ୍ସ ଆମ ଜୀବନରେ ବିପ୍ଳବ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ପରିବର୍ତ୍ତନଶୀଳ ବିପ୍ଳବ ପାଇଁ ଟ୍ରାଞ୍ଜିଷ୍ଟରକୁ ସେ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଭାବନ ବା ଆବିଷ୍କାର ଭାବରେ ଚିହ୍ନଟ କରିଥିଲେ । ଗତ ଏକ ମାସ ମଧ୍ୟରେ ଆମେ ଭୁବନେଶ୍ୱରର ୧୦୦ କି.ମି ବ୍ୟାସାଦ୍ଧରେ ପ୍ରାୟ ୭ ୫ ହଜାର ଛାତ୍ରଛାତ୍ରୀ ଏବଂ ଏକାଡେମିକଗୁଡିକ ନିକଟରେ ଆଇପି ରଥ ମାଧ୍ୟମରେ ପହଞ୍ଚିପାରିଛୁ ବୋଲି ପ୍ରଫେସର ବସୁ କହିଥିଲେ।

