ବଢିବ ଡିଜେଲ କାର ଦର !

ଆହୁରି ବଢିବ ଡିଜେଲ କାର ଦର । ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ସୁପାରିସ କରିବେ ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ  । ଡିଜେଲ କାରରେ ୧୦ ପ୍ରତିଶତ ଜିଏସଟି ବୃଦ୍ଧି ନେଇ ଗଡକରୀ ଅର୍ଥମନ୍ତ୍ରୀଙ୍କୁ ସୁପାରିସ କରିବେ ବୋଲି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସେ ସୂଚନା ଦେଇଛନ୍ତି  । ପ୍ରଦୂଷଣ ରୋକିବା ସହ ଇଲେକ୍ଟ୍ରି ଭେହିକଲକୁ ପ୍ରୋତ୍ସାହନ ଦେବାକୁ  କେନ୍ଦ୍ର ସରକାର ଏପରି ଯୋଜନା କରୁଛନ୍ତି ଥିବା ସେ କହିଛନ୍ତି । ସେପଟେ ମନ୍ତ୍ରୀଙ୍କ ସୂଚନା ପରେ ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଅଶୋକ ଲିଲାଣ୍ଡର ସେୟାରରେ ହ୍ରାସ ପାଇଥିବା ନେଇ ସୂଚନା ମିଳିଛି  ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!