ପୁଣି ଦମ୍ ଦେଖାଇବେ ଭାଇଜାନ । ଆସିବାକୁ ଯାଉଛି ସୁପରଷ୍ଟାର ସଲମାନ ଖାନଙ୍କ ମୁଭି ଟାଇଗର ୩ । ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି । ବଡ଼ ପରଦାରେ ଧମାଲ କରିବ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ ଯୋଡି ।ଫିଲ୍ମରେ ଦର୍ଶକ ଆକ୍ସନ ଓଥ୍ରିଲର ଦେଖିବାକୁ ପାଇବେ । ଦୀପାବଳୀରେ ରିଲିଜ ହେବ ଫିଲ୍ମ ।

This will close in 0 seconds