ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେଲେ ମଞ୍ଜୁଶ୍ରୀ ବଢ଼େଇ

ପଣ୍ୟଗାର ନିଗମର ପୂର୍ବତନ ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ଦେହାନ୍ତ ପରେ ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେଲେ ମଞ୍ଜୁଶ୍ରୀ ବଢ଼େଇ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦବୀ ପାଇଁ ମଞ୍ଜୁଶ୍ରୀଙ୍କ ନାମ ଘୋଷଣା କରିଛନ୍ତି

ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ନେଇ ମୋର ସ୍ୱାମୀ ଯେଉଁଭଳି କାର୍ଯ୍ୟ କରୁଥିଲେ ତାଙ୍କ ଆଦର୍ଶକୁ ନେଇ ନିଗମ କିଭଳି ଆଗକୁ ଯିବ ସେହି ଉପରେ ଫୋକସ କରିବେ ବୋଲି ମଞ୍ଜୁଶ୍ରୀ କହିଛନ୍ତି।

। ଆଜି ଏହି ପଦବୀ ପାଇଁ ମହେନ୍ଦ୍ରଙ୍କ ପତ୍ନୀ ମଞ୍ଜୁଶ୍ରୀଙ୍କୁ ଏହି ଗୁରୁ ଦାୱିତ୍ବ ମିଳିଛି। ଏହା ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ କୃତଜ୍ଞତା ଜଣାଇଛନ୍ତି ମଞ୍ଜୁଶ୍ରୀ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!