ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଗିରଫ

ଦୁଇ ବର୍ଷ ତଳେ ଦୂତି ଚାନ୍ଦ ଦେଇଥିବା ଏତଲା ଆଧାରରେ ସୂଚନା ଅଧିକାର କର୍ମୀ ତଥା ‘ମୋ ଦଳ’ର ସମ୍ପାଦକ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରିଛି ପୁଲିସ୍।

ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ ତାଙ୍କ ବିରୋଧରେ ବିବାଦୀୟ ଲେଖାଯାଇ ତାଙ୍କୁ ବାରମ୍ବାର ଅପମାନିତ ଓ ଲଜ୍ଜିତ କରାଯାଉଥିବା ଦୂତି ଅଭିଯୋଗ କରିଥିଲେ।

ଏନେଇ ସେ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ୨୦୨୧ରେ ଥାନାରେ ଏତଲା ଦେଇଥିଲେ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!