ଶିମିଳିପାଳରେ ଖସୁଛି ପାରଦ

ରାଜ୍ୟରେ ଶୀତ ଲହରୀ  । ରାତିରେ ଖସୁଛି ପାରଦ । ଶିମିଳପାଳରେ ପାରଦ ଶୂନ ଡିଗ୍ରୀରେ ପହଞ୍ଚିଛି। ଏହା ସହିତ ଦାରିଙ୍ଗିବାଡି ଓ କିରେଇ ଭଳି ଅଞ୍ଚଳରେ ପାରଦ ତଳମୂହାଁ ରହିଛି। କନ୍ଧମାଳର ଜି ଉଦୟଗିରିରେ ୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କୋରାପୁଟ ସେମିଳିଗୁଡ଼ାରେ ୫.୭ ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ, ସୁନ୍ଦରଗଡ଼ର କିରେଇରେ ୬.୬ ଡିଗ୍ରୀ ଓ  କୋରାପୁଟରେ ୭.୬ ଡିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଛି । ପ୍ରାୟ ୧୬ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଟ୍ବିଇନ୍ ସିଟିରେ ତାପମାତ୍ରା ୧୨ ଡିଗ୍ରୀକୁ ଖସିଛି । ଅନ୍ୟପଟେ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ କାଶ୍ମୀର ପାଲଟିଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!