ଏସ୍‌ବିଆଇରେ ଦିନେଶ ପରୁଥୀଙ୍କୁ ନୁଆ ଦାୟିତ୍ଵ

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ), ଭୁବନେଶ୍ବର ମଣ୍ଡଳର ନୂତନ ମହାପ୍ରବନ୍ଧକ ଭାବେ ଦିନେଶ ପୃଥୀ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇସ୍ଥିତ ଏସ୍‌ବିଆଇର କର୍ପୋରେଟ କାର୍ଯ୍ୟାଳୟଠାରେ ମୁଖ୍ୟ ମହାପ୍ରବନ୍ଧକ (ସ୍ବତନ୍ତ୍ର ପ୍ରକଳ୍ପ) ଭାବେ କାର୍ଯ୍ୟରତ ଥିଲେ।

ପୂର୍ବତନ ମହାପ୍ରବନ୍ଧକ ଚନ୍ଦର ଶେଖର ଶର୍ମାଙ୍କ ସ୍ଥାନରେ ତାଙ୍କର ନିଯୁକ୍ତି ହୋଇଛି। ଶର୍ମା ଏସ୍‌ବିଆଇ ଭୋପାଳ ମଣ୍ଡଳର ମହାପ୍ରବନ୍ଧକ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୯୧ରେ ଦିନେଶ ପରୁଥୀ ଏସ୍‌ବିଆଇର ପ୍ରୋବେସନାରି ଅଫିସର (ପିଓ) ଭାବେ ଯୋଗଦେଇଥିଲେ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!