ବାଲେଶ୍ବର ଜିଲ୍ଲା ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଗତକାଲି ଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବିଧାୟକ ଅନନ୍ତ ଦାସଙ୍କ ସ୍ବାସ୍ଥ୍ୟଅବସ୍ଥା ସ୍ଥିର ଥିବା ପରିବାର ତରଫରୁ କୁହାଯାଇଛି। ବୟସାଧିକ କାରଣରୁ ସେ ବାରମ୍ବାର ଅସୁସ୍ଥତା ଅନୁଭବ କରୁଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି। ଗତ ୨୦୧୯ ନିର୍ବାଚନରେ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀଙ୍କୁ ହରାଇ ବିଜୟୀ ହୋଇଥିଲେ। ବିଜେଡିର ସେ ଜଣେ ପୁରୁଖା ନେତା ଭାବେ ବେଶ୍ ଜଣାଶୁଣା।
Related Posts
ଦୂରଦୃଷ୍ଟିସମ୍ପନ୍ନ ନେତା, ବିକାଶର ବାର୍ତ୍ତାବହ ଲାଞ୍ଜିଗଡ଼ର ପରୋପକାରୀ ବିଧାୟକ ପ୍ରଦୀପ କୁମାର ଦିଶାରୀ
ବିସ୍ତୀର୍ଣ୍ଣ ପାହାଡ଼, ଜଙ୍ଗଲ ଘେରା, ପ୍ରାକୃତିକ ସମ୍ବଳର ଗନ୍ତାଘର। ରାଜ୍ୟ ତଥା ଦେଶରେ ପାଇଁ ଏକ ବୃହତ ଅର୍ଥନୈତିକ ଯୋଜନାର…
କେନ୍ଦୁଝରରେ ବିଜେଡି ରାଜର ଅନ୍ତ କରିବେ ଅନନ୍ତ !
କେନ୍ଦୁଝର ଲୋକସଭା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଟିକେଟ ପାଇବା…
ଶୁକ୍ରବାର ଦିନ ବିଜେପିରେ ମିଶିବେ ଚମ୍ପାଇ ସୋରେନ୍
ଶୁକ୍ରବାର ଦିନ ବିଜେପିରେ ମିଶିବେ ଚମ୍ପାଇ ସୋରେନ୍, ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା ରାଞ୍ଚି: ଝାରଖଣ୍ଡର ପୂର୍ବତନ…

