ନବୀନ : ହିଞ୍ଜିଳିରେ ଆଗୁଆ, କଣ୍ଟାବାଞ୍ଜିରେ ପଛୁଆ

ନିର୍ବାଚନ ଗଣିତରେ କେତେବଳେ କିଏ ଆଗାଉଛି କିଏ ପଛାଉଛି । ଏହି ଭିତରେ ନବୀନ ପଟ୍ଟନାୟକଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ ବିଜେଡି ସୁପ୍ରିମୋ କଣ୍ଟାବାଞ୍ଜିରେ ପଛରେ ରହିଛନ୍ତି । ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ପଛରେ ରହିଛନ୍ତି ନବୀନ ।

ଅନ୍ୟପଟେ ନିଜ ପୁରୁଣା ଗଡ଼ ହିଞ୍ଜିଳିରେ ଆଗେଇ ଚାଲିଛନ୍ତି ନବୀନ । ବିଜେପିର ଶିଶିର ମିଶ୍ରଙ୍କ ଠାରୁ ଆଗରେ ରହିଛନ୍ତି ନବୀନ । ହିଞ୍ଜିଳି ନବୀନଙ୍କ ପାରମ୍ପରିକ ଆସନ ଥିବା ବେଳେ ସେଠୁ ସେ ଲଗାତାର ବିଜୟୀ ହୋଇ ଆସୁଛନ୍ତି ଆଉ ଏଥର କଣ୍ଟାବାଞ୍ଜିରୁ ନବୀନ ଲଢିଥିବା ବେଳେ ସେ ଆସନରେ ପଛରେ ରହିଛନ୍ତି ।

Post Views80 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!