ବିଜୁ ଜୟନ୍ତୀ ପୂର୍ବରୁ ମାହାଙ୍ଗା ଅଞ୍ଚଳରେ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଦୁର୍ବୃତ୍ତ । ମୁଣ୍ଡକୁ ଅଲଗା କରି ଅଳିଆ ଗଦାରେ ପିଙ୍ଗିଦେଇଥିବା ଅଭିଯୋଗ । ନାଁ ନ ନେଇ ସ୍ଥାନୀୟ ବିଧାୟକଙ୍କୁ ବିଜେଡିର ଟାର୍ଗେଟ
କଟକ ମାହାଙ୍ଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ଭଦ୍ରେଶ୍ବର ଥାନା ଉମର ହନୁମାନ ଛକର ଘଟଣା । ପ୍ରତିମୂର୍ତ୍ତିର ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ, ଥାନାରେ ଏତଲା । ମାମଲା ରୁଜୁ କରି ପୋଲିସର ଗିରଫ ଉଦ୍ୟମ ଜାରି ।

