ହାତପାଆନ୍ତାରେ ମିଳିବ ସରକାରୀ ସେବା , ଆରମ୍ଭ ହେଲା ‘ଆମ ସାଥୀ ୟୁନିଫାଏଡ ହ୍ବାଟ୍‌ସଅପ୍’

ହାତପାଆନ୍ତାରେ ଏଣିକି ମିଳିବ ସରକାରୀ ସେବା। ୯୪୩୭୨୯୨୦୦୦ ହ୍ବାଟ୍‌ସଅପ୍ ନମ୍ବରରେ ମଳିବ ସବୁ ସେବା। ଗୋଟିଏ କ୍ଲିକ୍‌ରେ ୧୩୨ ପ୍ରକାରର ସରକାରୀ ସୁବିଧା ଉପଲବ୍ଧ ହେବ। ସରକାରୀ ଅଫିସ ଯିବାକୁ ପଡ଼ିବନି, ଘରେ ବସି କରିପାରିବେ ଆବେଦନ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହେଲା ‘ଆମ ସାଥୀ ୟୁନି ଫାଏଡ ହ୍ବାଟ୍‌ସଅପ୍’। ଏଥିରେ ଆୟ ପ୍ରମାଣପତ୍ର, ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ,, ଆର୍ନ୍ତଜାତି ବିବାହରୁ ଲାଭ, ଆର୍‌ଟିଓ ସେବା ଆଦି ଉପଲବ୍ଧ ହେବ।

ହାତପାଆନ୍ତାରେ ଏଣିକି ମିଳିବ ସରକାରୀ ସେବା। ୯୪୩୭୨୯୨୦୦୦ ହ୍ବାଟ୍‌ସଅପ୍ ନମ୍ବରରେ ମଳିବ ସବୁ ସେବା। ଗୋଟିଏ କ୍ଲିକ୍‌ରେ ୧୩୨ ପ୍ରକାରର ସରକାରୀ ସୁବିଧା ଉପଲବ୍ଧ ହେବ। ସରକାରୀ ଅଫିସ ଯିବାକୁ ପଡ଼ିବନି, ଘରେ ବସି କରିପାରିବେ ଆବେଦନ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହେଲା ‘ଆମ ସାଥୀ ୟୁନି ଫାଏଡ଼ ହ୍ବାଟ୍‌ସଅପ୍’। ଏଥିରେ ଆୟ ପ୍ରମାଣପତ୍ର, ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ,, ଆର୍ନ୍ତଜାତି ବିବାହରୁ ଲାଭ, ଆର୍‌ଟିଓ ସେବା ଆଦି ଉପଲବ୍ଧ ହେବ।
ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

Post Views4 Total Count

Apply Now


This will close in 0 seconds

error: Content is protected !!