ଅନ୍ତର୍ଜାତୀୟ ବିମାନ ଭଡ଼ାରେ ୧୫ ପ୍ରତିଶତ ବୃଦ୍ଧି

କମ୍ପାନୀ ଗୁଡ଼ିକ ଅନ୍ତର୍ଜାତୀୟ ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି କରିଛନ୍ତି। ବ୍ଲୁମବର୍ଗ ପକ୍ଷରୁ ଏକ ରିପୋର୍ଟରେ ଏହା କୁହାଯାଇଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହରମୁଜ ପ୍ରଣାଳି ଦେଇ ତୈଳ ପରିବହନ ପ୍ରଭାବିତ ହୋଇଛି। ଆଉ ଫଳରେ ଅଶୋଧିତ ତୈଳଦର ଓ ଜେଟ୍ ଇନ୍ଧନ ମୁଲ୍ୟ ବୃଦ୍ଧି ହେବାରେ ଲାଗିଛି।

ଏହାର ପ୍ରଭାବ ବିଶ୍ବ ବିମାନ ଶିଳ୍ପ ଉପରେ ଦେଖାଦେଇଛି। ରିପୋର୍ଟ କହିଛି ଯେ, ଭାରତୀୟ ବିମାନ କମ୍ପାନୀମାନେ ଟିକେଟ୍ ଦର ଆଗକୁ ଆହୁରି ବଢ଼ାଇ ପାରନ୍ତି।

Post Views17 Total Count

Apply Now


This will close in 0 seconds

error: Content is protected !!