ରାଜ୍ୟ ସ୍ୱଚ୍ଛ କୋଷ୍ଟାଲ ଟାଉନ୍ ବର୍ଗରେ ପୁରୀ ପ୍ରଥମ ଭାରତବର୍ଷର ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ । ସ୍ୱଚ୍ଛ ଭାରତ… Ankita SahooNovember 11, 2026
ଜାତୀୟ ବନ୍ଦ ହେଲା କେଦାରନାଥ ଧାମର କବାଟ ଶୀତଋତୁର ଆଗମନ ସହିତ ବନ୍ଦ ହୋଇଛି ପ୍ରସିଦ୍ଧ ଶୈବପୀଠ କେଦାରନାଥ ଧାମର କବାଟ ବୁଧବାର ସକାଳ ୮ଟା ୩୦ ମିନିଟ୍ରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଛି । ଏହି ପବିତ୍ର ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ କେଦାରନାଥ ଧାମରେ ଏକତ୍ରିତ ହୋଇଥିଲେ । ମନ୍ଦିରର କବାଟ ବନ୍ଦ ହେବା ପରେ ବାବା କେଦାରଙ୍କ ଚଳନ୍ତି ପ୍ରତିମା ତଥା ଉତ୍ସବ ଡୋଲି ଶୀତକାଳୀନ ପୂଜାସ୍ଥଳ ଉଖୀମଠର ଓମକାରେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ମନ୍ଦିରର କବାଟ ବନ୍ଦ କରିବା ପୂର୍ବରୁ ଭୋର ସମୟରୁ ବିଭିନ୍ନ ଧାର୍ମିକ ବିଧିବିଧାନ ଆରମ୍ଭ ହୋଇଥିଲା କେଦାରନାଥ ଧାମର ମୁଖ୍ୟ ପୂଜାରୀ ଗଙ୍ଗାଧର ଲିଙ୍ଗ ମହାରାଜଙ୍କ ସୂଚନା ଅନୁଯାୟୀ, ସକାଳେ ଭଗବାନ ଶିବଙ୍କର ମହାଅଭିଷେକ କରାଯିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଭୋଗ ଅର୍ପଣ କରାଯାଇଥିଲା । ଏହାପରେ ନିର୍ଦ୍ଧାରିତ ସମୟ ସକାଳ ୮ଟା ୩୦ ମିନିଟ୍ରେ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଥିଲା ଆଗାମୀ ଛଅ ମାସ ଧରି କେଦାରନାଥ ଧାମରେ ନିୟମିତ ପୂଜାର୍ଚ୍ଚନା ବନ୍ଦ ରହିବ ଏହି ସମୟରେ ଭକ୍ତମାନେ ଉତ୍ତରାଖଣ୍ଡର ଉଖୀମଠସ୍ଥିତ ଓମକାରେଶ୍ୱର ମନ୍ଦିରରେ ବାବା କେଦାରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିପାରିବେ । Ankita SahooNovember 11, 2026November 11, 2026
ରାଜ୍ୟ ଟ୍ରାକରୁ ଖସିଲା ୬ଟି ବଗି କୋଲକାତାରୁ ସାଇରାଙ୍ଗ ଯାଉଥିବା କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍ର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ପରେ… D DashNovember 11, 2026
ଜାତୀୟ ବ୍ୟାପୁଛି କରୋନା ବଢ଼ୁଛି ଚିନ୍ତା ଉତ୍ତର ଆମେରିକା ସମେତ ଅନେକ ମହାଦେଶରେ ଦ୍ରୁତ ଗତିରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧ ବ୍ୟାପିବାରେ ଲାଗିଛି। ଏହା ସ୍ୱାସ୍ଥ୍ୟ… D DashNovember 11, 2026
ଜାତୀୟ ମା ଭଳି ଦେଉଥିଲେ ସୁରକ୍ଷା ଛାତିକୁ ହେଲା ଗୁଳି ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଜଣେ ଯବାନଙ୍କୁ ବାଗପତରେ ଗୁଳିମାଡ଼ କରାଯାଇଛି । ଆହତ ଯବାନଙ୍କ ନାମ ସୌରଭ… D DashNovember 11, 2026
ରାଜ୍ୟ ଚାକିରିରୁ ବିଦା ହେଲେ ସବ୍-ରେଜିଷ୍ଟ୍ରାର ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଚାକିରିରୁ ବିଦା ହେଲେ ବାଲିଆପାଳର ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ… Ankita SahooNovember 10, 2026
ରାଜ୍ୟ କ୍ୟାବିନେଟ୍ରେ ୧୩ ପ୍ରସ୍ତାବ ପାରିତ ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥର ସରକାର ୭୮ଲକ୍ଷ… Ankita SahooNovember 10, 2026
ଜାତୀୟ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ ଆସନ୍ତାବର୍ଷ ୨୦୨୭ରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନିର୍ବାଚନ କମିଶନ ଏଥିପାଇଁ ଆସନ୍ତାବର୍ଷ ଜାନୁଆରୀ ୧୫… D DashNovember 10, 2026
ଜାତୀୟ ନେତାନ୍ୟାହୁଙ୍କୁ ଲାଗିଲା ବଡ଼ ଝଟକା ଇସ୍ରାଏଲରେ ନିର୍ବାଚନ ପରଠାରୁ ଲାଗି ରହିଥିବା ରାଜନୈତିକ ଅଚଳାବସ୍ଥା ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍… D DashNovember 8, 2026
ଜାତୀୟ ଜାପାନ ପୁଣି ଥରେ ଭୂମିକମ୍ପ ଅନୁଭୂତ ଜାପାନ ପୁଣି ଥରେ ପ୍ରଭାବିତ ହୋଇଛି। ରବିବାର ସକାଳେ ଏକ ଶକ୍ତିଶାଳୀ ୫.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ… D DashNovember 8, 2026