ଭାରତୀୟ ବାୟୁସେନାରେ ସାମିଲ ହେଲା ସି-୨୯୫ ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହିଣ୍ଡନ ଏୟାରବେସରେ ଏହାକୁସ ସାମିଲ କରିଛନ୍ତି ।ବର୍ତ୍ତମାନ ଭାରତୀୟ ବାୟୁ ସେନା ସ୍ବଦ୍ବେଶୀ ଡ୍ରୋନ ନିର୍ମାଣ କରିବାକୁ ସକ୍ଷମ ହୋଇଛି । ବେସାମରିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଡ୍ରୋନ ପ୍ରଯୁକ୍ତି ରୂପାନ୍ତରିତ ହୋଇଛି । ହିଣ୍ଡନରେ ବି ଉଦଘାଟିତ ହୋଇଛି ଭାରତ ଡ୍ରୋନ ଶକ୍ତି-୨୦୨୩ । ଭାରତୀୟ ବାୟୁସେନା ଓ ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଛି ।
Related Posts
ଅଭିଯୁକ୍ତ ସଞ୍ଜୟ ରୟକୁ ଘାଣ୍ଟିଲା CBI, ଅପରାଧ ଦିନର ଟିକନିଖ୍ ସତ ବଖାଣିଲା
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଖୋଳତାଡ଼ କରୁଛି…
ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କଲେ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ
ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ।…
ଜଣେ ଯବାନ ସହିଦ, ଦୁଇଜଣ ଆତଙ୍କବାଦୀ ନିହତ
ଜମ୍ମୁ- କାଶ୍ମୀରର କିସ୍ତୱାରରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ସମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଆତଙ୍କବାଦୀ ନିହତ…

