ମହାରାଷ୍ଟ୍ରରେ ବଦଳିବ ରାଜନୈତିକ ମୋଡ଼ !

ମହାରାଷ୍ଟ୍ରରେ ପାଓ୍ବାର ଗେମ୍‌ । ମହାରାଷ୍ଟ୍ରରେ ଆଜି ବଦଳିବ ରାଜନୈତିକ ମୋଡ଼ ।NDA ରେ NCP ନେତା ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ସାମିଲ ହେବା ପରେ ଆଜି ତାଙ୍କ ସମର୍ଥକ ବିଧାୟକ ଓ ସାଂସଦଙ୍କୁ ନେଇ ବୈଠକ କରିବେ । ଏହାସହ ସେ ଦାବି କରୁଥିବା ୪୦ ବିଧାୟକଙ୍କ ସମର୍ଥନକୁ ସାବ୍ୟସ୍ତ କରିବେ । ଅନ୍ୟପଟେ ଶରଦ ଆଜି ଏକ ବୈଠକ କରିବାକୁ ଯାଉଛନ୍ତି । ଅଜିତ ପାଓ୍ବାର ନିଜ ସମର୍ଥକଙ୍କୁ ନେଇ ଖେଳୁଥିବା ନମ୍ବର ଗେମକୁ ମିଛ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ଶରଦ ପାଓ୍ବାର । ସେପଟେ ଶରଦ ପାଓ୍ବାର ଯଦି ଆଜି ପରୀକ୍ଷାରେ ଫେଲ ହେଉଛନ୍ତି ତାହେଲେ ଆଗକୁ ତାଙ୍କର କଣ ଭୂମିକା ରହିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!