ନିଆଁରେ ଜଳିଗଲେ ୬୭

ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ହଜାରେରୁ ଅଧିକ କୋଠା ।ନିଆଁରେ ଜଳିଗଲେ ୬୭ ଜଣ । ଘର ଜଳି ଯାଇଥିବା ବେଳେ, କୋଟି କୋଟି ଟଙ୍କାର ଆସବାବପତ୍ର ସହ ବହୁ କାର ପୋଡି ପାଉଁଶ ହୋଇଯାଇଛି । ନିଆଁ ବ୍ୟାପୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ହେଲିକପ୍ଟର ସହାୟତାରେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।ଏବେ ପରିସ୍ଥିତି ଅସମ୍ଭାଳ ।

 

Post Views53 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!